ଗଲେ ପାଖରୁ - Poem by Gajanan Mishra

1.

ସେ ହେଉଥିବେ କଥା,
ମୁଁ ହୋଇଗଲେ ମୁଣ୍ଡବ୍ୟଥା ।
ସେ କରୁଥିବେ ସବୁ
ମୁଁ କରିଦେଲେ କାମୁଡି ଦେଲା କି ବିଛୁ ।

2.

ଆରେ ଯା ପାଖରୁ,
ଆଉ ଗଲେ ପାଖରୁ, ଦେଖ
କି ନିଷ୍ଠୁର ମଣିଷ, ନାହିଁ ଦୟାମାୟା
ଟିକିଏ । ମରି ଯାଆନ୍ତି କି ହେଲେ!

Poems by Gajanan Mishra

next poem »Updated
« prev poemWhat You People Told

Add Comment