Best Poem of Subhas Chandra Chakra

ସଖୀ_3 (Sakhi_3)
ଅୟୁତ ଯୁଗର
ସାଇତା ସପନ,
ଅନ୍ତର ବେଦନା
ଗୀତ ରେ ପାରେନା କହି ।
ଅନେକ ରାତି ର
ଅବୁଝା ସପନ
ସପନ ପାଲଟେ,
ସକାଳ ପାରେନା ଛୁଇଁ ।।
. . .
Read the full of ସଖୀ_3 (Sakhi_3)
ସଖୀ (Sakhi)
କେଉଁ ଦୁନିଆକୁ କୁ
ଚାଲି ଗଲ ସଖୀ
ଅଚାନକ ମୋର
ଜୀବନ ର ପରିଧିରୁ,
କାହାା ଅଭିଳାଷ
କଳ୍ପନା ବିଳାସ,
ଆକର୍ଷଣ, ନେଲା
ଦୂରେ, ତୁମକୁ ମୋ' ଠାାରୁ?

ଯାହା ପାଇଁ ଥିଲା
ତୁମ ଅନ୍ତର ରେ
ଏତେ ପ୍ରେମ ଏତେ
ସ୍ନେହ, ଅନୁରାଗ ଧାରା-
କିଏ ସେ ଅଶୁଭ
ନଜର ରେ ଜାଳି
ପାଉଁଶ କରିଲା
ମୋ ସ୍ୱପ୍ନ -ଦୁନିଆଁ, ସାରା ।।
. . .
Read the full of ସଖୀ (Sakhi)